ପତର ପାଣି
ଦେଖଣା
ପତର ପାଣି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖାଇବା ନିମନ୍ତେ ପତର ବିଛାଇବା ଓ ତହିଁ ଉପରେ ପାଣି ଛିଞ୍ଚିବା —The spreading of plantain leaves and sprinkhng water over them preparatory to the serving of food thereon.
- ୨. ଖାଇବା ପତ୍ର ଉପରେ ପାଣି ଛିଞ୍ଚିଲା ପରି ସାମାନ୍ୟ ବିନ୍ଦୁପାତ ସହ ବର୍ଷା ହେବା —୨. Raining in very small drops.