ପତର ପୋଡ଼ା
ଦେଖଣା
ପତର ପୋଡ଼ା
ଉଚ୍ଚାରଣ
[ସମ୍ପାଦନା](ପତରପୁ଼ଡା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶାଗ ବା ଚୁନା ମାଛ ଆଦିରେ ଲୁଣ, ବେସର, ହଳିଦି, ତେଲ ଆଦି ଗୋଳାଇ ପତ୍ରରେ ପୁଡ଼ା ବାନ୍ଧି ନିଆଁରେ ପୋଡ଼ି ପ୍ରସ୍ତୁତ କରାଯିବା ବ୍ୟଞ୍ଜନ — Curry prepared by putting pot-herbs, or small fish ect in a packet wound over with leaves and burnt in charcoal fire