ପତର ମୂଷା
ଦେଖଣା
ପତର ମୂଷା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର ଓ ମୂଷିକ)
[ସମ୍ପାଦନା]କାହାଣୀରେ ବର୍ଣ୍ଣିତ ଛେଳି (ଏ ଛେଳି ପଙ୍କରେ ଲୋଟି ଶୁଖିଲାରେ ପତର ଝଡ଼ିଥିବା ସ୍ଥାନରେ ଗଡ଼ି ଦେହଯାକ ପତ୍ରରେ ଆବୃତ ହୋଇ ଗୋଟିଏ କିଂଭୂତ ରୂପ ଧାରଣ କରିଥିଲା) — (folk tale) A goat (Which rolled in mud and then rolled over ground strewn leaves which struck to the mud on its body and made it very weird-looking.
ପ୍ରଶ୍ନ—ପତର ମୂଷି ଲୋ ପତର ମୂଷି ? ମିଁ କି ଦେଖଛୁ କି ? ଉତ୍ତର—ମୁଁ କି ଜାଣେ ମିଁ ଫି, ମୁଁ ଯାଇଥିଲି ରଜଘର ପତର ସୀ—କାହାଣୀ