Jump to content

ପତର ରକେଇବା

ଉଇକିଅଭିଧାନ‌ରୁ

ପତର ରକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଖାଇବା ପାଇଁ କଦଳୀ ଆଦିର ପତ୍ର ତଳେ ବିଛାଇବା — ୧. To spread plantain or other leaves on the ground over which meal will be served.
୨. ଅଇଁଠା ପତ୍ରକୁ ଉଠାଇ ନେଇ ବାହାରକୁ ନିକ୍ଷେପ କରିବା — ୨. To throw the leaves used as plates during a meal.