ପତର ଲଛା
ଦେଖଣା
ପତର ଲଛା
ଉଚ୍ଚାରଣ
[ସମ୍ପାଦନା](ପଚକ ଲେଛା—ଅନ୍ୟରୂପ)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ସମ୍ୱାଳୁଆ ପରି ଏକପ୍ରକାପ ପୋକ —A kind of poisonous caterpillar; geometrid worm.
[ ଦ୍ର—ଏମାନେ ଭେଣ୍ଡି ଓ ଜହ୍ନି ପତରରେ ଥାଆନ୍ତି ତାଙ୍କ ଦେହରେ ରୁମ ନ ଥାଇ କଣ୍ଟା ଥାଏ ସେହି କଣ୍ଟା ମନୁଷ୍ୟ ଦେହରେ ଲାଗିଲାକ୍ଷଣି ଲାଛିଲା (ପୋଡ଼ା ଲୁହାରେ ଚିଆଁ ଦେଲା) ଭଳି ଜ୍ୱାଳା ଜଣାଯାଏ ଏମାନେ ୨୩: ଆଙ୍ଗୁଳ ଲମ୍ୱ ଓ ଏମାନଙ୍କ ଆଗରେ ଓ ପଛରେ ପୁଞ୍ଜାଏ ଲେଖାଏ ଟିକିଟିକି ଗୋଡ଼ ଥାଏ ଏହି ଗୋ଼ଡ଼ଦ୍ୱାରା ଏମାନେ ଡେଇଁ ଡେଇଁ ଚାଲନ୍ତି ]