Jump to content

ପତର ଶଉରା

ଉଇକିଅଭିଧାନ‌ରୁ

ପତର ଶଉରା

ଉଚ୍ଚାରଣ

[ସମ୍ପାଦନା]

ପତର ଶଉରାଣୀ, ପତର ଶଉରୁଣୀସ୍ତ୍ରୀ

  • (file)

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ପତ୍ର ଶବର)

[ସମ୍ପାଦନା]

ଏକପ୍ରକାର ଜଙ୍ଗଲୀ ଅସଭ୍ୟ ଜାତି; ବନ୍ୟ ଶବରଜାତି — An aboriginal hill-tribe.

ବଣ ଦେବତାଙ୍କ ପତର ଶଉରୁଣୀ ବୁଝାଏ—ଢ଼ଗ