ପତର ସିଇଁବା
(ପତର ସେଇଁବା—ଅନ୍ୟରୂପ)
ଶାଳ ଆଦି ଗଛର ପତରମାନଙ୍କୁ ବଡ଼ ଖଲିପତ୍ର କରିବା ସକୋଶେ ଖଡ଼ିକାଦ୍ୱାରା ସେଇଁବା —To sew small Sāḻa leaves on their edges to make up larger circular plates for meal.