ପତା
ଦେଖଣା
- ଆଖିର ଉପରସ୍ଥ ପିଛଡା, ପଲକ
- ସାନ ବାଳିଆ ମାଛ ବା ବାଳିଆ ପତାକା
- ବସ୍ତୁର ବା ବ୍ୟକ୍ତିର ଅବସ୍ଥିତ ସମ୍ବନ୍ଧେ ପରିଚୟ ବା ସୂଚନା; ଠିକଣା
- ଚିହ୍ନ
- ଖବର; ସମ୍ବାଦ
- ହଜିଥିବା ବସ୍ତୁର ସନ୍ଧାନ; ଖୋଜ
- କୌଣସି ବ୍ୟକ୍ତିଙ୍କର ରହିବା ସ୍ଥାନର ଠିକଣା
- ଗୂଢ଼ ତତ୍ତ୍ଵ; ରହସ୍ୟପତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପତା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର)
[ସମ୍ପାଦନା]- ୧. ଆଖିର ଉପରିସ୍ଥ ପିଛଡ଼ା,. ପଲକ — ୧. Eye lid.
- ୨. ସାନ ବାଳିଆ ମାଛ ବା ବାଳିଆ ପତକା — ୨. Small Bāḻiā fish.
- ୩. (ସଂସ୍କୃତ - ପ୍ରତ୍ୟୟ; ପ୍ରା. ପତ୍ତଆ=ଖ୍ୟାତି ହିନ୍ଦୀ - ଶ.) ବସ୍ତୁର ବା ବ୍ୟକ୍ତିର ଅବସ୍ତିତି ସମ୍ୱନ୍ଧେ ପରିଚୟ ବା ସୂଚନା; ଠିକଣା — ୩. The whereabouts of a person or thing
- ୪. ଚିହ୍ନ —୪. Trace; token.
- ୫. ଖବର; ସମ୍ୱାଦ —୫. News.
ମାତ୍ର ବାପ ମାର ଜାତି ଓ ଦେଶରେ ପତା ନ ଲାଗିବାରୁ ବର ଜୁଟିଲା ନାହିଁ ପକୀରମୋହନ. ଗଳ୍ପସ୍ୱଳ୍ପ
- ୬. ହଜିଥିବା ବସ୍ତୁର ସନ୍ଧାନ; ଖୋଜି —୬. Information about a lost or missing thing; clue.
- ୭. କୌଣସି ବ୍ୟକ୍ତିଙ୍କର ରହିବା ସ୍ଥାନର ଠିକଣା — ୭. The address of a person.
- ୮. ଗୂଢ଼ ତତ୍ତ୍ୱ; ରହସ୍ୟ —୮. Secret.