Jump to content

ପତାକିକ

ଉଇକିଅଭିଧାନ‌ରୁ

ପତାକିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପତାକା+ଇକ)

[ସମ୍ପାଦନା]
୧. ଧ୍ୱଜ ଯୁକ୍ତ —୧. Furnished with a flag.
୨. ଧ୍ୱଜବାହୀ —୨. Carrying a flag.