ପତାକୀ
ଦେଖଣା
ପତାକୀ
ଉଚ୍ଚାରଣ
[ସମ୍ପାଦନା](ପତାକିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପତାକା+ଇନ୍; ୧ମା. ୧ବ.)
[ସମ୍ପାଦନା]ପତାକାଧାରୀ —Having a standard; standard-bearing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପତାକୀ ଚକ୍ର (ଦେଖ) - ୧. Patākī chakra (See)
- ୨. ରଥ —୨. Car; chariot.
- ୩. ସେନା —୩. Army.
- ୪. ପତାକାଧାରୀ ବ୍ୟକ୍ତି —୪. Standard- bearer.
- ୫. ପତାକା —୫. Flag. (M.W.)