ପତାକୀ ଚକ୍ର
(ଜ୍ୟୋତିଷ) ଶିଶୁର ରିଷ୍ଟ ଗଣନାର୍ଥେ ଅଙ୍କିତ ଗ୍ରହ ଚକ୍ରବିଶେଷ —(astrology) A circle drawn to calculate the evil influ ence on a child of plantets at its birth.