ପତାଲେଇ
ଦେଖଣା
ପତାଲେଇ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର ଓ ଲିହ ଧାତୁ=ଚାଟିବା; ଏମାନେ ଗଛର ପତ୍ର ଖାଇବାକୁ)
[ସମ୍ପାଦନା]ସମ୍ୱାଳୁଆ — Caterpillar.
[ଦ୍ରଷ୍ଟବ୍ୟ ଏମାନେ ଗଛର ଡାଳ ପତ୍ର ଆଦିରେ ଜାବୁଡ଼ି କରି ଲାଗି ରହି ପତ୍ରକୁ ଖାଇ ଯାଆନ୍ତି ଏଥିପାଇଁ ଯେଉଁ ଲୋକ ଅନ୍ୟ ଲୋକ ସଙ୍ଗରେ ନାଛେଡ଼ବନ୍ଦା ହୋଇ ଲାଗି ଥାଏ ଓ ତାର ସର୍ବନାଶ ଘଟାଏ ତାକୁ କହନ୍ତି ସେ ତା ସାଙ୍ଗ ପତାଲେଇ ଭଳିଆ ଲାଗିଛୁ]