Jump to content

ପତା ଲାଗିବା

ଉଇକିଅଭିଧାନ‌ରୁ

ପତା ଲାଗିବା

ଉଚ୍ଚାରଣ

[ସମ୍ପାଦନା]

(ପତା ମିଳିବା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସନ୍ଧାନ ମିଳିବା; ଠିକଣା ମିଳିବା — Trace of one's whereabouts; clue to some matter.

ମାତ୍ର ବାପ ମାର ଜାତି କୁଳ ଓ ଦେଶର ପତା ନ ଲାଗିବାରୁ ବବର ଜୁଟିଲା ନାହିଁ ଫକୀରମୋହନ, ଗଳ୍ପସ୍ୱଳ୍ପ