Jump to content

ପତିଂବରା

ଉଇକିଅଭିଧାନ‌ରୁ

ପତିଂବରା

ଉଚ୍ଚାରଣ

[ସମ୍ପାଦନା]

(ପତିମ୍ୱରା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପତିଂ=ପତିଙ୍କୁ+ବର୍ ଧାତୁ=ବରଣ କିରିବା +କର୍ତ୍ତୃ. ଅ; ସ୍ତ୍ରୀ. ଆ)

[ସମ୍ପାଦନା]
୧. ସ୍ୱୟଂବରା; ଯେଉଁ ସ୍ତ୍ରୀ ସ୍ୱୟଂ ପତି ନିର୍ବାଚନ କରି ବିବାହ କରନ୍ତି —୧. A woman choosing a partner or husband for herself.
୨. କଳାଜୀରା (ହିନ୍ଦୀ - ଶ.) —୨. Black cuminseed.