Jump to content

ପତିଆରା

ଉଇକିଅଭିଧାନ‌ରୁ

ପତିଆରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପତିଆର, ପତ୍ୟାରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତ୍ୟୟ; ପ୍ରା. ପତ୍ତୟ)

[ସମ୍ପାଦନା]
୧. ବିଶ୍ୱାସ; ଆସ୍ଥା — ୧. Confidence; trust; reliance; faith.

ପତିଆରା ଯେବେ ନୋହୁଛି ତୁମ୍ଭର ତମସୁକ ରଖ ହେଲେ ଭିକାରୀ, ସାଆନ୍ତିଆ ବାହା

୨. ଜାମିନ୍; ପ୍ରତିଭୂ — ୨. Surety; security.
୩. ଖାତିର୍; ବ୍ୟବସାୟଗତ ସୁନାମ — ୩. Credit lin business; good will.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଶ୍ୱସ୍ତ —Trust worthy; trusty.