ପତିଆରା କରିବା
(ପତିଆରା ଯିବା—ଅନ୍ୟରୂପ)
ବିଶ୍ୱାସ କରିବା; ଆସ୍ଥା ରଖିବା — To have trust in; to believe; to rely on.