ପତିଗତପ୍ରାଣା
ଦେଖଣା
ପତିଗତପ୍ରାଣା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି)
[ସମ୍ପାଦନା]- ୧. ପତିଗତପ୍ରାଣର ସ୍ତ୍ରୀଲିଙ୍ଗ —୧. Feminine of Patigata prāṇa.
- ୨. ସତୀ (ସ୍ତ୍ରୀ); ଯେଉଁ ସ୍ତ୍ରୀର ପ୍ରାଣ ପତିଙ୍କ ପ୍ରାଣ ସଙ୍ଗେ ଆବଦ୍ଧ, ଅର୍ଥାତ୍ ପତିଙ୍କ ପ୍ରାଣ ଗଲେ ଯେ ବଞ୍ଚି ପାରେ ନାହିଁ — ୨. (a woman) Whose life is exclusively dedicated to the service of her husband; devoted and chaste (woman).