Jump to content

ପତିଘାତିନୀ

ଉଇକିଅଭିଧାନ‌ରୁ

ପତିଘାତିନୀ

ଉଚ୍ଚାରଣ

[ସମ୍ପାଦନା]

(ପତିଘ୍ନୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପତି+ହନ୍ ଧାତୁ+କର୍ତ୍ତ. ଈବ; ନିପାତନ)

[ସମ୍ପାଦନା]
୧. ସ୍ୱାମୀ ହତ୍ୟାକାରିଣୀ — ୧. Killing her husband; murderess of her husband.
୨. ଜ୍ୟୋତିଷ ବା ସାମୁଦ୍ରିକ ଅନୁସାରେ ଯେଉଁ ସ୍ତ୍ରୀର ଜାତକରେ ବୈଧବ୍ୟ ଯୋଗ ଥାଏ —୨. (a woman) Who according to astrology or palmistry is destined to be a widow.