ପତିଘ୍ନ
ପତିଘାତୀ (ଦେଖ) - Patighjātī (See)
ଜ୍ୟୋତିଷ ବା ସାମୁଦ୍ରିକ ମତରେ ବୈଧବ୍ୟସୁଚକ ଯୋଗ ବା ଲକ୍ଷଣ (ହିନ୍ଦୀ - ଶ.) —Astrological indication of a woman becoming a widow.