ପତିତତ୍ରାହି
(ପତିତତ୍ରାଣ—ଅନ୍ୟରୂପ)
ପତିତପାବନ; ରାମ; ବିଷ୍ଣୁ —Rāma; Saviour of the sinful.
ବିପତିତ ଯେ ପତିତତ୍ରାହି ଦୂତ ସୁବେଳେ ସୂବଳ ଗିରି ଯେ —ଭଞ୍ଜ. ବୈଦେହୀଶବିଳାସ