Jump to content

ପତିତୋତ୍ପନ୍ନ

ଉଇକିଅଭିଧାନ‌ରୁ

ପତିତୋତ୍ପନ୍ନ

ଉଚ୍ଚାରଣ

[ସମ୍ପାଦନା]
(ପତିତୋତ୍ପନ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ. (ବହୁବ୍ରୀହି)

[ସମ୍ପାଦନା]

ପତିତା ବା କୁଳଭ୍ରଷ୍ଟା ନାରୀ ଗର୍ଭଜାତ (ସନ୍ତାନ) —Born of a fallen woman.