Jump to content

ପତିତ ପାବନ ବାନା

ଉଇକିଅଭିଧାନ‌ରୁ

ପତିତ ପାବନ ବାନା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

(ସଂସ୍କୃତ - ପତିତ ପାବନ+ଫାରାସୀ - ବାନା ପାପୀ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯେ ପ୍ରସିଦ୍ଧ, ଅର୍ଥାତ୍ ପ୍ରଭୂ ପରମେଶ୍ୱର ଭଗବାନ ବା ବିଷ୍ଣୁ (ଦେବତାଙ୍କୁ, ବିଶେଷତଃ ବିଷ୍ଣୁଙ୍କୁ ସ୍ତବ କରିବା ସମୟରେ ପ୍ରଯୁକ୍ତ ସମ୍ୱୋଧନ) —(a term addressed to a Deity specially to Bishṇu in prayer) An epithet of God Bishnu; on who holds the banner of delivering the fallen.