Jump to content

ପତି ଦେବତା

ଉଇକିଅଭିଧାନ‌ରୁ

ପତି ଦେବତା

ଉଚ୍ଚାରଣ

[ସମ୍ପାଦନା]

ପତି ଦେବା, ପତି,ଦୈବତା, ପତି ଧର୍ମବବତୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଭୂପକ; ପତିରୂପ ଦେବତା)

[ସମ୍ପାଦନା]

ଦେବତାଙ୍କ ପରି ସ୍ତ୍ରୀଦ୍ୱାରା ପୂଜିତ ସ୍ୱାମୀ —A husband worshipped as a Deity by the wife.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ପତିକ ଅଟନ୍ତି ଦେବତା ଯାହାର)

[ସମ୍ପାଦନା]

ପତିପ୍ରାଣା (ଦେଖ) - Patiprāṇā (See)