Jump to content

ପତି ଧର୍ମ

ଉଇକିଅଭିଧାନ‌ରୁ

ପତି ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍; ପତି+ଧର୍ମ) ପତିର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ —୧. The duties of a husband towards his wife.
୨. (ମ. ପ. ଲୋ) ପତି ପ୍ରତି ପତ୍ନୀର କର୍ତ୍ତବ୍ୟ (ହିନ୍ଦୀ - ଶ,) — ୨. The duties of a married woman towards her husband.