Jump to content

ପତି ମହାପାତ୍ର

ଉଇକିଅଭିଧାନ‌ରୁ

ପତି ମହାପାତ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜଗନ୍ନାଥଙ୍କ ସେବକବିଶେଷ; ବିଦ୍ୟା— ପତିଙ୍କର ବଂଶଧର —The descendants of Bidyāpati who had brought the idol of Jagannātha from the village of the Ṡabara in the forest to Puri.


[ଦ୍ରଷ୍ଟବ୍ୟ —ଜଗନ୍ନାଥ ମହାପ୍ରଭୂ ଅଣସର ଘରେ ଥିଲାବେଳେ ଏହି ପତି ମହାପାତ୍ରମାନେ ମହାପ୍ରଭୂଙ୍କ ସେବା ଓ ଭୋଗଆଦି କରନ୍ତି ଏମାନେ ଜଗନ୍ନାଥ ମହାପ୍ରଭୂଙ୍କର ପ୍ରଥମ ସେବକ ତେଣୁ ଦେବସ୍ନାନ ପୂର୍ଣ୍ଣିମାଠାରୁ ଗୁଣ୍ଡିଚା ଯାତ୍ରାର ଶେଷ ପର୍ଯ୍ୟନ୍ତ ଜଗନ୍ନାଥ ମହାପ୍ରଭୂ ସେମାନଙ୍କର ଖାସ୍ ମାରଫତରେ ରହନ୍ତି ଓ ଜଗନ୍ନାଥ ମହାପ୍ରଭୂଙ୍କର ବାର୍ଷକ ଆୟରୁ ଏକ ମାସର ଆୟ ଏମାନେ ପାଆନ୍ତି ଏ ବ୍ୟବସ୍ଥା ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସମୟରେ ଛତିଶା ନିଯୋଗ ସୃଷ୍ଟି କାଳରୁ ରହିଅଛି]