Jump to content

ପତି ସହଗମନ

ଉଇକିଅଭିଧାନ‌ରୁ

ପତି ସହଗମନ

ଉଚ୍ଚାରଣ

[ସମ୍ପାଦନା]

(ପତି ସହମରଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପତି+ସହ ଗମନ)

[ସମ୍ପାଦନା]

ପତିଙ୍କ ମୃତ୍ୟୁ ପରେ ପତିଙ୍କ ଚିତାନଳରେ ଜୀବିତ ପତ୍ନୀଙ୍କର ଆରୋହଣପୂର୍ବକ ମରଣ —A widow's voluntary sacrifice by ascending the funeral pyre of her dead husband.