Jump to content

ପତୁରି

ଉଇକିଅଭିଧାନ‌ରୁ

ପତୁରି

ଉଚ୍ଚାରଣ

[ସମ୍ପାଦନା]

ପତୁରି ପଡ଼ିବା,ପତୁରି ପଡ଼ିଯିବା,ପତୁରି ମାରିବା,ପତୁରି ମାରିଯିବାଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର)

[ସମ୍ପାଦନା]

ଧାନ ଗଛର ପତ୍ରମାନ ଲମ୍ୱ ଲମ୍ୱ ହୋଇ ବଢ଼ିଯିବା ଅବସ୍ଥା —The state of the leaves of paddy plants growing inordinately long.

[ଦ୍ରଷ୍ଟବ୍ୟ —ଏଥିରେ ଧାନ ଭଲ ଫଳେ ନାହିଁ]