ପତୁଳି
ଦେଖଣା
ପତୁଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପାତୁଲି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାତ୍ର; ପାତିଳୀ=ହାଣ୍ଡି; ତୁଳ. ଫା ପାତୀଲା; ମ. ପାତେଲୀ; ପର୍ଟୁଗାଜ୍. ତିଜେଲ)
[ସମ୍ପାଦନା]- ୨. ବଡ଼ମୁହାଁ ଚେପଟା ଛୋଟ ହାଣ୍ଡି — ୧. A small flat earthen pot.
- ୨. ବେଙ୍ଗଳା —୨. Thrashing of paddy with bullocks treading on the sheaves in a circle.
- ୩. ଧାନ ମଳା ହୋଇ ଉଡ଼ା ହେବା ପରେ କରାଯିବା ଧାନ ଗଦା — ୩. A heap of winnowed and cleansed paddy.