Jump to content

ପତେଇବା

ଉଇକିଅଭିଧାନ‌ରୁ

ପତେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପାତି ଧାତୁ)

[ସମ୍ପାଦନା]
୧. ପାତିତ କରିବା —୧. To lay down.
୨. (କର) ପ୍ରସାରିତ କରିବା; ବଢ଼ାଇବା — ୨. To extend.

ବନ୍ଧ କଅଧରୀ କନ୍ଦକ ପିଙ୍ଗି କଚ ପତାଇ ରାଧାନାଥ. ଚନ୍ଦ୍ରଭାଗା

୩. ଆଘାତ ଅପେକ୍ଷାରେ ମୁଣ୍ଡକୁ ରବା ଶରୀରର କୌଣସି ଅଙ୍ଗକୁ ଦେଖାଇବା; ଆଡ଼ବା —୨. To show one's head or other limb ready to receive a blow.
୪. (ସଂସ୍କୃତ - ପ୍ରତ୍ୟୟ) ପ୍ରତ୍ୟୟ କରିବା; ବିଶ୍ୱାସ କରିବା — ୪. To be confident; to trust.

(ଯଥା—ଏଡ଼େ ବଡ଼ କାମ କରିବାକୁ ମୋ ଛାତି ପତାଉ ନାହିଁ ଛାତି ପତାଇବା=ମନରେ ସାହସ ହେବା)