Jump to content

ପତ୍ତନ

ଉଇକିଅଭିଧାନ‌ରୁ

ପତ୍ତନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+କର୍ମ. ତନ)

[ସମ୍ପାଦନା]
୧. ନଗର —୧. City.
୨. ଗ୍ରାମ; ପଟଣା —୨. Village; hamlet.

ବିଚେତନ ପତନ ଯୋଦ୍ଧା ଚେତୁଁ ପତ୍ତନ—ବାହୁଡ଼ାକୁ ଆଦରି ସେ ଭଞ୍ଜ .ବୈଦେହୀଶବିଳାସ

୩. ମୃଦଙ୍ଗ —୩. A drum of earth.
୪. ମୂଳଦୁଆ (ଜ୍ଞାନେଦ୍ର) —୪. Foundation.
୫. ସୂତ୍ରପାତ; ଆରମ୍ଭ (ଜ୍ଞାନେନ୍ଦ୍ର) —୫. Beginning.
୬. ଉପନିବେଶ (ଜ୍ଞାନେଦ୍ର) —୬. Colony.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପତନ; ସମତଳ —୧. Leval.
୨. ମୂଳୁଦୁଆ ପକାଇବା —୨. Laying the foundation.



ପତ୍ତନ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପିର) ବିଶେଷ୍ୟ - (ସଂସ୍କୃତ - ପତ୍ତନ=ଗ୍ରାମ; ବଙ୍ଗାଳୀ - ପତ୍ତନୀ)

[ସମ୍ପାଦନା]

ଏକପ୍ରକାର ମକଦମୀ ମଧ୍ୟ ସ୍ୱତ୍ୱ —The Pattni tenure in Bengal; a kind of middleman's tenure

[ଦ୍ରଷ୍ଟବ୍ୟ —୧ମ ପତ୍ତନିର ଅଧୀନ ମଧ୍ୟସ୍ୱତ୍ୱକୁ ଦରପତ୍ତନ ଓ ତନ୍ନିମ୍ନସ୍ଥ ସ୍ୱତ୍ତ୍ୱକୁ ସେପତ୍ତନ ବୋଲାଯାଏ]