Jump to content

ପତ୍ତି

ଉଇକିଅଭିଧାନ‌ରୁ

ପତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+ଭାବ. ତି)

[ସମ୍ପାଦନା]
୧. ଗମନ; ଗତି —୧. Motion.
୨. (+କର୍ତ୍ତ. ତି) ବୀର —୨. Hero.
୩. ପଦାତିକ; ସୈନ୍ୟ — ୩. Intantry; foot soldier.

ପେଷି ହୋଇ ଗଲେ ପତ୍ତି ଅଶ୍ୱେ, ଅଶ୍ୱ ରଥେ ରାଧାନାଥ, ମହାଯାତ୍ରା

୪. ଯୋଦ୍ଧା —୪. Warrior.


୫. ୧ ହସ୍ତୀ, ୧ରଥ,୩ଅଶ୍ୱ,୫ ପଦାତିକ ସମନ୍ୱିତ ସେନା — ୫. A detachment of army consisiting of one elephant,one car, three horses and five footmen.
୬. ୫୫: ଜଣ ପଦାତିକ —୬. ୫୫ foots-soliders.

ପଞ୍ଚାବନ ପଦାନ୍ତିରେ ହୁଅଇ ପତ୍ତ କୃଷ୍ଣସିଂହ. ମହାଭାରତ. ଉଦଯୋଗ