Jump to content

ପତ୍ତିକ

ଉଇକିଅଭିଧାନ‌ରୁ

ପତ୍ତିକ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ପିତ୍ତ+କ)

୧. ଦଶ ଘୋଡ଼ା, ୧ହାତୀ,୧ ରଥ ଓ ୧ ପଦାତି ସମନ୍ୱିତ ସେନାଦଳ (ହିନ୍ଦୀ - ଶ.) — ୧. A comopany of soliders consisting of ୧୦ horsemen; ୧୦ elephant riders; ୧୦ cars and ୧୦ foot-soliders.

(ଯଥା—ପ୍ରାଚୀନ କାଳରେ ୧ ପତ୍ତକକୁ ସେନା ଓ୧ ସେନାକୁ ବଳ ବୋଲାଯାଉଥିଲା )

୨. ଉପର୍ଯ୍ୟୁକ୍ତ ସେନାର ଅଧ୍ୟକ୍ଷ — ୨. The commander of the above company.