Jump to content

ପତ୍ନୀବ୍ରତ

ଉଇକିଅଭିଧାନ‌ରୁ

ପତ୍ନୀବ୍ରତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ପତ୍ନୀ+ବ୍ରତ)

[ସମ୍ପାଦନା]

ଆପଣାର ବିବାହିତା ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ଅଭିଗମନ ନ କରିବାରୂପ ବ୍ରତ ବା ସଂକଳ୍ପ —The vow of fidelity to one's married wife.