Jump to content

ପତ୍ରବଳୀ

ଉଇକିଅଭିଧାନ‌ରୁ

ପତ୍ରବଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପତ୍ରବିଶେଷ (ଦେଖ) - ୧. Patra biṡesha (See)
୨. ପତ୍ରସମୂହ —୨. A collection of leaves.
୩. ଚିଠିମାନଙ୍କ ସମୂହ —୩. A collection of letters.
୪. ଗେରୁ (ହିନ୍ଦୀ - ଶ.) —୪. Red ochre.