Jump to content

ପତ୍ରବିଶେଷ

ଉଇକିଅଭିଧାନ‌ରୁ

ପତ୍ରବିଶେଷ

ଉଚ୍ଚାରଣ

[ସମ୍ପାଦନା]

ପତ୍ରବିଶେଷକ,ପତ୍ରଲେପ,ପତ୍ରାଙ୍ଗୁଳିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଚିତା ଘେନିବା; ତିଲକ ଚିତ୍ର; ଦେହରେ ପତ୍ରାଦି ଚିତ୍ରଣ —୧. Painting of foliage on the body.
୨. ସ୍ତ୍ରୀମାନଙ୍କ ସ୍ତନ କପୋଳାଦିରେ କସ୍ତୁରୀ ଚନ୍ଦନଦ୍ୱାରା ପତ୍ର ରଚନା — ୨. Painting of various designs on the breasts and cheeks of Women.