ପତ୍ରମୁଦ
ଦେଖଣା
ପତ୍ରମୁଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପତ୍ରମୁଦ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର+ମୁଦ୍ରା)
[ସମ୍ପାଦନା]ମୁଦ୍ରିତ ପତ୍ର; ମୁଦା ଚିଠି — An enveloped or sealed letter.
ଏମନ୍ତ ବାଳିକା କୁସୁମମାଳିକା ଟେକୁଁ ପତ୍ରମୂଦେ ପାଇଲା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ