Jump to content

ପତ୍ରାଖ୍ୟ

ଉଇକିଅଭିଧାନ‌ରୁ

ପତ୍ରାଖ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପତ୍ର+ଆଖ୍ୟା—ନାମ ଯାହାର)

[ସମ୍ପାଦନା]
୧. ତେଜପତ୍ର — ୧. Cassia leaf.
୨. ତାଳିଶପତ୍ର —୨. The leaf of the Silver fir; Abies Webbiana.