Jump to content

ପତ୍ରାଙ୍କ

ଉଇକିଅଭିଧାନ‌ରୁ

ପତ୍ରାଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ପୁସ୍ତକର ପୃଷ୍ଠାଙ୍କ; ବହିର ପ୍ରତ୍ୟେକ ପୃଷ୍ଠାରେ ଯେଉଁ କ୍ରମିକ ସଂଖ୍ୟା ଲେଖା ଯାଇଥାଏ — The figure or number of a page of a book; page-number of book.