ପତ୍ରି
ଦେଖଣା
ପତ୍ରି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ୟ ଗୁଳ୍ମବିଶେଷ — ୧. Flueggea Obovata.
- ୨. ପଣ୍ଡା ଜାତୀୟ ବ୍ରାହ୍ମଣବିଶେଷ — ୨. A caste of Brāhmṇas.
- ୩. ଦେବତାଙ୍କର ସୋବକବିଶେଷ; ପତ୍ରିବଡ଼ୁ — ୩. A class of Sebaks or attendants of idols.
[ଦ୍ରଷ୍ଟବ୍ୟ —ଏମାନେ ପୂଜାପଣ୍ଡାଙ୍କୁ ପୂଜାର ଉପକରଣ ଓ ତୁଳସୀ, ବେଲପତ୍ର, ପୁଷ୍ପାଦି ଯୋଗାନ୍ତି ]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଖଲି ପତ୍ର —Leaves sewn together and used as plate for taking meals on.