ପତ୍ରି ବଡ଼ୁ
ଭୁବନେଶ୍ୱର ଓ ଜଗନ୍ନାଥଙ୍କର ନିଯୋଗ ବା ସେବକବିଶେଷ —A class of attendants of idols at Puri and Bhubaneswar.
[ଦ୍ରଷ୍ଟବ୍ୟ —ଏମାନେ ପୂଜା ସମୟରେ ପୂଜା ପଣ୍ଡାଙ୍କ ନିକଟରେ ଫୁଲ, ତୁଳସୀ ପତ୍ର, ବେଲ ପତ୍ର ନେଇ ଯୋଗାନ୍ତି ]