ପତ୍ରୀ
ଦେଖଣା
ପତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପତ୍ର+ଇନ୍; ୧ମା,୧ବ)
[ସମ୍ପାଦନା]- ୧. ପକ୍ଷୀ — ୧. Bird.
- ୨. ଶର; ବାଣ —୨. Arrow.
- ୩. ପର୍ବତ —୩. Mountain.
[ଦ୍ରଷ୍ଟବ୍ୟ —ପୁରାଣମତେ ପର୍ବତମାନଙ୍କର ପୂର୍ବେ ପକ୍ଷ ଥିଲା ]
- ୪. ରଥ —୪. Car.
- ୫. ବୃକ୍ଷ —୫. Tree; plant.
- ୬. ତାଳ ଗଛ —୬. Plam tree.
- ୭. (ପତ୍ର+ସ୍ତ୍ରୀ ଈ)ପତ୍ରିକା; ଚିଠି —Letter.
- ୮. ଶ୍ୟେନ; ଛଞ୍ଚାଣ (ହିନ୍ଦୀ - ଶ.) —୮. Falcon.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପତ୍ରବିଶିଷ୍ଟ —Leafly.