ପଥରର ଛାତି
ଦେଖଣା
ପଥରର ଛାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଥରର ଛାତି
|
ପଥରର ବୁକୁ,ପଥର ହୃଦୟ, ପଥରଛାତି ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅତି ନିଷ୍ଠୁର ହୃଦୟ — ୧. Hard heart.
- ୨. ଦୁଃଖ ଶୋକାଦିରେ ଅବିଚଳିତ ମନ — ୨. A mind which is not moved by any feeling; unperturbed mind.
- ୩. ଅତ୍ୟନ୍ତ ଧୈର୍ଯ୍ୟଶୀଳ ମନ — ୩. Very patient mind.
- ୪. ଅତ୍ୟନ୍ତ ସହନଶୀଳ ହୃଦୟ —୪. A mind which can bear much suffering.