Jump to content

ପଥର ଚିପୁଡ଼ିବା

ଉଇକିଅଭିଧାନ‌ରୁ

ପଥର ଚିପୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ଲକ୍ଷଣାର୍ଥ; ପଥରକୁ ଚୁପୁଡ଼ିବା ଯେଉଁପରି ଅସମ୍ଭବ ସେହିପରି)

[ସମ୍ପାଦନା]
୧. ଯେଉଁ କର୍ମରୁ ଫଳ ଲାଭ ନ ହେବ, ଫଳ ଲାଭ ଆଶାରେ ସେପରି କାର୍ଯ୍ୟ କରିବା —୧. To do a thing from which it is imposible to get any result.
୨. ଅତି କୃପଣ ଓ ଅଦାତା ଠାରୁ କିଛି ଦାନ ଆଶା କରିବା — ୨. To hope for any gift from a miser.