ପଥର ପାଣି ହୋଇ ଯିବା
ଦେଖଣା
ପଥର ପାଣି ହୋଇ ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଥର ପାଣି ହୋଇ ଯିବା
|
ପଥର ପାଣି ହେବା,ପଥର ପାଣେଇବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଲକ୍ଷଣାର୍ଥ) ଅତ୍ୟନ୍ୟ ନିଷ୍ଠୁର ହୃଦୟ ମଧ୍ୟ ଦୟାରେ ତରଳିଯିବା — The melting of a very hard heart.
ସେ କାନ୍ଦ ଶୁଣିଲେ ପଥର ବିଶେଷ୍ୟ - ପାଣି ହୋଇଯିବ ନୀଳକଣ୍ଠଦାଶ. ପିଲାଙ୍କ ରାମାୟଣ