ପଥର ଫୋଡ଼
ଦେଖଣା
ପଥର ଫୋଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ,ପାଷାଣଭେଦୀ)
ରୁକୁଣୀ ହାତ ପୋଛା ଗୁଳ୍ମ —Coleus Aromaticus. (a herbarious plant).
[ଦ୍ରଷ୍ଟବ୍ୟ — ତୁଳସ୍ୟାଦି ବର୍ଗ ଶାକବିଶେଷ, ପତ୍ର ସୁଗନ୍ଧ, ମୋଟା ଓ ମାଂସଳ ଏବଂ ଶିରାଯୁକ୍ତ ପତ୍ର ଓ ଡାଳ ଭାରି ମସକା ଫୁଲ ଛୋଟ ଛୋଟ ଓ ଈଷ୍ତ ନାଲ ପେଟ ବିଗିଡ଼ିଲେ ଏ ପତରକୁ ମରିଚ ସଙ୍ଗେ ବାଟି ପିଅନ୍ତି ]