ପଥର ଭିଖାରୀ
ଦେଖଣା
ପଥର ଭିଖାରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଥର ଭିଖାରୀ
|
[ପଥର ଭିକା(ଖା)ରୁଣୀ—ସ୍ତ୍ରୀ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଗୃହହୀନ ଭିକ୍ଷୁକ; ଯେ ବାଟରେ ବୁଲି ଭିକ୍ଷା କରେ —୧. A home less beggar.
- ୨. ଅତ୍ୟନ୍ତ ଗରୀବ ଓ ବାସହୀନ ବ୍ୟକ୍ତି —୨. An utterly destitute and homeless person.