ପଥର ମୁଣ୍ଡି
ଲୁଣି ମାଛ ବିଶେଷ — A kind of fish found in the sea.
[ଦ୍ରଷ୍ଟବ୍ୟ — ଏହାର କାତି ଥାଏ ଏହା ୬ ଇଞ୍ଚ ଲମ୍ୱ ଏ ମାଛର ମୁଣ୍ଡ ଭିତରୁ ବାଲିଗରଡ଼ା ପରି ପଥର ବାହାରେ ]