Jump to content

ପଥର ଶଙ୍ଖାଳି

ଉଇକିଅଭିଧାନ‌ରୁ

ପଥର ଶଙ୍ଖାଳି

ଉଚ୍ଚାରଣ

[ସମ୍ପାଦନା]

(ପଥକୁ ଶଙ୍ଖାଳି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଟରେ ସହାୟ ହେବା ପଦାର୍ଥ — Help on the way.

ତୋ ନାମ ପଥକୁ ଶଙ୍ଖାଳି— ଜଗନ୍ନାଥ. ଭାଗବତ