ପଥଶ୍ରମୀ
(ପଥଶ୍ରମିଣୀ—ସ୍ତ୍ରୀ)
ପଥଶ୍ରାନ୍ତ — Fatigued by a journey.
ପରିଶ୍ରମୀ —Laborious.
ଦେଖ ପଣ୍ଡିତ ମୋର ସ୍ୱାମୀ ତପ ସାଧନେ ପଥଶ୍ରମୀ—ଜଗନ୍ନାଥ. ଭାଗବତ