Jump to content

ପଥି

ଉଇକିଅଭିଧାନ‌ରୁ

ପଥି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ପଥ୍ୟ) ରୋଗୀର ଯୋଗ୍ୟ ଖାଦ୍ୟ; ସୁପଥ୍ୟ — ୧. Invalid's diet; food beneficial for on invalid; regimen.
୨. ସଦ୍ୟ ପ୍ରସୂତିର ପଥ୍ୟ ଖାଦ୍ୟ —୨. Fit diet for the newlly delivered mother.
୩. (ସଂସ୍କୃତ - ପଥିନ୍) ପଥିକ — ୩. Traveller; wayfarer.

=== ସଂସ୍କୃତ - ବିଶେଷ୍ୟ -

୧. (ପଥ୍ ଧାତୁ=ଗମନ କରିବା+ଅଧିକରଣ. ଈ) ପଥ; ମାର୍ଗ —୧. Path; road; course.

ପରନ୍ତୁ ଏହି ପ୍ରହ୍ଲାଦ ରୀତି, ପଠନେ ଗାନେ ତାଙ୍କରି ଗତି ପାଇବା ତଥା ବୈକୁଣ୍ଠ ପଥି, ପାରିବା ସାଧି ହେ—ଆନନ୍ଦ ଚନ୍ଦ୍ର, ଭକ୍ତି ପ୍ରହ୍ଲାଦ,

୨. ମତବାଦ; ମତବାଦୀ ସଂପ୍ରଦାୟ — ୨. Sect; doctrine (M.W.)
୩. ନରକବିଶେଷ —୩. A division of hell. (M.W.)

ଦେଶଜ - ବିଶେଷଣ -

[ସମ୍ପାଦନା]

ରୋଗୀର ପଥ୍ୟ (ଖାଦ୍ୟ) —(food) Beneficial for an invalid.